ସ୍ତନ୍ୟପାନ କରାଇବା ଦ୍ରା ମା’ର ସ୍ତନ ଏବଂ ଓଭାରି କ୍ୟାନ୍ସର, ଟାଇପ୍–୨ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ସ୍ତନ୍ୟପାନ କରାଇବା ମା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ଉପକାର କରିଥାଏ! ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ମଧ୍ୟରେ କେତେକ କର୍କଟ, ଟାଇପ୍ 2 ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ କମ୍ ଦେଖାଯାଏ |https://femelife.com/ivf-centre-in-bhubaneswar/












